ଆଜି ବଜାରକୁ ଆସିବ ୧୨୫ ଟଙ୍କିଆ କଏନ୍‌

ନୂଆଦିଲ୍ଲୀ: ଆଜି ଆସିବ ୧୨୫ ଟଙ୍କିଆ କଏନ୍‌। ଉପରାଷ୍ଟ୍ରପତି ଏମ୍‌.କେ ଭେଙ୍କେୟା ନାଇଡୁ ଏହି କଏନ୍‌କୁ ଉନ୍ମୋଚନ କରିବେ। ପି ସି ମହାଲନୋବିସ୍‌ଙ୍କ ୧୨୫ତମ ଜୟନ୍ତୀ ଏବଂ ପରିସଂଖ୍ୟାନ (Statistics Day ) ଦିବସ ଅବସରରେ ଏହି କଏନଙ୍କୁ ଦେଶ ଉଦ୍ଦେଶ୍ୟରେ ଜାରି କରିବେ ଭେଙ୍କେୟା। ଏଥିସହ ୫ ଟଙ୍କିଆ ନୂଆ ମୁଦ୍ରା ମଧ୍ୟ ଜାରି ହେବ। ମିଳିଥିବା ସୂଚନା ଅନୁଯାୟୀ, ପି ସି ମହାଲନୋବିସ୍‌ଙ୍କ ଜୟନ୍ତୀକୁ ସମ୍ମାନ ଜଣାଇ … Continue reading ଆଜି ବଜାରକୁ ଆସିବ ୧୨୫ ଟଙ୍କିଆ କଏନ୍‌